{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}

ଭିଜିଲାନ୍ସ ସ୍କାନରରେ ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ। ଅନୁଗୁଳ ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ୱର, କେନ୍ଦୁଝର ଓ ଅନୁଗୁଳ ଜିଲ୍ଲାର ୮ଟି ସ୍ଥାନରେ ଚଢାଉ କରାଯାଇଛି। ଏହି ଚଢାଉରେ ୧୦ ଜଣ ଡିଏସପି, ୧୬ ଜଣ ଇନ୍ସପେକ୍ଟର, ୭ ଜଣ ଏସଆଇ/ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି। ଶ୍ରୀ ନାୟକଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରହିଥିଲା। ଏହି ଅଭିଯୋଗ ଆଧାରରେ ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ।
ଚଢାଉ ହୋଇଥିବା ସ୍ଥାନ:-
ପଟିଆ ଭୁବନେଶ୍ଵରର ପଟିଆରେ ଥିବା ସୁରେଖା ଅର୍କିଡ ଶିଶୁ ବିହାରର ୨୦୫ ନମ୍ବର ଫ୍ଲାଟ୍। କେନ୍ଦୁଝରର ଜଗମୋହନପୁର,ତେଲକୋଇଠାରେ ଥିବା ୧୫ଟି ଦୋକାନ ବିଶିଷ୍ଟ ଏକ ଦୁଇ ମହଲା ମାର୍କେଟ କମ୍ପ୍ଲେକ୍ସ।କେନ୍ଦୁଝରର ଜଗମୋହନପୁର, ତେଲକୋଇ ମାର୍କେଟ କମ୍ପ୍ଲେକ୍ସ ନିକଟରେ ଏକ ନିର୍ମାଣାଧୀନ ଦୁଇ ମହଲା କୋଠା। ବ୍ୟୁରୋ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp