Oplus_16777216



୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡିଲେ ତାଳଚେର ଥାନା ଏଏସଆଇ ଧରଣୀଧର ନାଥ। ଥାନାରୁ ବେଲ୍‌ ଦେବା ପାଇଁ ନେଉଥିଲେ ୩ ହଜାର ଟଙ୍କା , ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଭିଜିଲାନ୍ସ ତାଙ୍କୁ ରେଡ ହ୍ୟାଣ୍ଡ ରୁ ଧରିଛନ୍ତି। ଖବର ଟି ପୁଣି ଥରେ କହି ରଖୁଛୁ ଭିଜିଲାନ୍ସ ଜାଲରେ ପୁଲିସ ବାବୁ। ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡିଛନ୍ତି ତାଳଚେର ଥାନା ଏଏସଆଇ ଧରଣୀ ଧର ନାଥ। ଏକ ମାମଲାରେ ବେଲ ଦେବା ପାଇଁ ନେଉଥିଲେ ଲାଞ୍ଚ କିନ୍ତୁ ଭିଜିଲାନ୍ସ ହାତରେ ଧରା ପଡ଼ି ଯାଇଛନ୍ତି ଏଏସଆଇ ଧରଣୀ ଧର ନାଥ। ବ୍ୟୁରୋ ଇନପୁଟ ସହ ତାଳଚେର ରୁ ବିଘ୍ନେଶ୍ୱର ସାହୁ ଙ୍କ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp