{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":[],"is_sticker":false,"edited_since_last_sticker_save":false,"containsFTESticker":false}

ଅନୁଗୋଳ ବ୍ଲକ  ବାରଗୌଣିଆ ପଞ୍ଚାୟତର ବନ୍ଦାଣପଶି ଗ୍ରାମରେ ଆଜି ସକାଳ ୮ ଘଟିକା ସମୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁଗୋଳର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ ଉପସ୍ଥିତ ରହି ରକ୍ତ ଦାତାମାନଙ୍କୁ ଉତ୍ସାହିତ କରିବା ସହିତ ରକ୍ତଦାନ ଏକ ମହତ ଦାନ ଏବଂ  ରକ୍ତଦାନ କରିବା ଦ୍ଵାରା ଅନ୍ୟକୁ ଜୀବନ ପ୍ରଦାନ କରିବା ସହିତ ନିଜର ସ୍ୱାସ୍ଥ୍ୟ ସୁସ୍ଥ ରହିଥାଏ ବୋଲି କହିଥିଲେ । ଏହି “ରକ୍ତ ବିନ୍ଦୁ ଜୀବନ ବିନ୍ଦୁ” କାର୍ଯ୍ୟକ୍ରମରେ ସର୍ବମୋଟ ୧୦୨ ଯୁନିଟ ରକ୍ତ ସଂଗ୍ରହ କରଯାଇଥିଲା । ଅନୁଗୋଳ ଜିଲ୍ଲା ରକ୍ତଭଣ୍ଡାରର କର୍ମଚାରୀଙ୍କ ଦ୍ଵାରା ରକ୍ତ ସଂଗ୍ରହ କରଯାଇଥିଲା । ଏସ କେ ଏସ କ୍ଲବ ଦ୍ଵାରା ଆୟୋଜିତ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷତ୍ରୀଙ୍କ ସମେତ କ୍ଳବର ବରିଷ୍ଠ ଓ କନିଷ୍ଠ  କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp