ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ ସିପୁ ୱାରିଓସ କ୍ରିକେଟ କ୍ଳବ୍ ଆନନ୍ଦପୁର ପକ୍ଷରୁ ରାତ୍ରୀକାଳୀନ ଥାର୍ଟି ସାର୍କିଲ ମ୍ୟାଚ୍ ଉଦଯାପିତ ହୋଯାଇଛି। ଏହା ପାଞ୍ଚ ଦିନ ଧରି ଚାଲିଥିଲା ଏବଂ ଆଜି ଫାଇନାଲ ରେ କଞ୍ଜରା ସହିତ ପେଡିପଥର ଖେଳିଥିଲା ପେଡିପଥର୍ ଦଳ ଟସ୍ ଜିତି ବ୍ୟାଟିଙ୍ଗ ର ନିଷ୍ପତି ନେଇଥିଲା ପ୍ରଥମେ ପେଡ଼ିପଥର ବ୍ୟାଟିଂ କରି ବାର ଓଭରରେ ୧୨୮ରନ କରିଥିଲା। ଜବାବରେ କଞ୍ଜରା ଟିମ୍ ଆଠ ଓଭର ରେ ବିଜୟ ଲାଭ କରିଥିଲା। ।ଏହି ଖେଳରେ ମୁଖ୍ୟ ଅତିଥିଭାବେ ବିଜେଡ଼ି ଯୁବ ନେତା ସୌରଭ ମିଶ୍ର ସମ୍ମାନିତ ଅତିଥି ଭାବେ ବାବୁ ସେନାପତି ଲିଟୁ ରାଉତ ସାମ୍ବାଦିକ ରମେଶ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥଲେ । ଏବଂ ଅତିଥିମାନେ ଖେଳାଳି ମାନଙ୍କୁ ଟ୍ରଫି ସହ ପୁରସ୍କାର ବିତରଣ କରିଥିଲେ।
ଅନୁଗୁଳ ଜିଲ୍ଲା ପ୍ରତିନିଧି ରମେଶ ଚନ୍ଦ୍ର ନାୟକ ଙ୍କ ରିପୋର୍ଟ, ଅନୁଗୁଳ ଏକ୍ସପ୍ରେସ

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp