ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକର ସରକାରୀ ପ୍ରାଥମିକ ବିଦ୍ୟାଳୟ ଦିଅଝରଣ ଓ ହୀରାପୁର ଅଙ୍ଗନବାଡି ୪-୫-3 ଓ ସୋନପୁର ଜିଲ୍ଲା
ବ୍ଲକ.ଡୁଙ୍ଗୁରିପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ସୁଲେଇ ଉପଦେଷ୍ଟା ସୁମନ୍ତ କୁମାର ବେହେରା ପତକା ଉତୋଳନ କରିବା ସହିତ ସାମୁହିକ ଜାତୀୟ ସଂଗୀତ ଗାନ କରିଥିଲେ l ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନ ର ପ୍ରତିଷ୍ଟତା ସରୋଜ କୁମାର ସାହୁ ଓ ସଭାପତି ହେମନ୍ତ ବେହେରା ଆଜୀବନ ସଦସ୍ୟ ତାପସ କୁମାର ସାହୁ, ରବି ବିଶ୍ୱାଳ ସୋମ୍ୟରଞ୍ଜନ ସାହୁ,ସଞ୍ଜୟ କୁମାର ବାରିକ, ଫିରୋଜ କୁମାର ସାହୁ, ଇଶାନି ସାହୁ, ପ୍ରିନ୍ସ ବେହେରା, ଶୋଭିତ ବେହେରା, ସୁଜାତା ବିଶ୍ୱାଳ(ଶିକ୍ଷ୍ୟୟତ୍ରୀ) ଧୁଶାସନ ବେହେରା, ଅରବିନ୍ଦ ବେହେରା,ପ୍ରତାପ ପଟ୍ଟନାୟକ,ସ୍କୁଲ୍ ~ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସୁଲେଇ।
ପ୍ରଧାନ ଶିକ୍ଷକ~ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ~ମାନିନୀ ବଘ
ମୁଖ୍ୟ ଅତିଥି~ପ୍ରକୃତି ମିତ୍ର,କବି ,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅନୁପ ଗଡ଼ନାୟକ
ପ୍ରବକ୍ତା~ ଗାଁର ମୁଖ୍ୟ ବୃନ୍ଦାବନ ବିଶ୍ବାଳ।
