Oplus_0

ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନ୍ନା ଅନ୍ତର୍ଗତ ନୂଆପଡା ଗ୍ରାମ ର ଗୋକୁଳାନନ୍ଦ ନାୟକ ଙ୍କ ପତ୍ନୀ ନମିତା ନାୟକ ଆତ୍ମହତ୍ୟା କରିଥିବା ଜଣାପଡିଛି | ନମିତା ନାୟକ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ଯାଣି ପରିବାର ଲୋକେ ତାଙ୍କୁ ଅନୁଗୁଳ ମୁଖ୍ୟଚିକିତ୍ସାଳୟ କୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି | ନମିତା ନାୟକ ଙ୍କ ବୟସ ୨୮ ବର୍ଷ ଥିବାବେଳେ ଆତ୍ମହତ୍ୟା ର କାରଣ ଅସ୍ପଷ୍ଟ ରହିଛି | ଅନୁଗୁଳ ରୁ ସୋମ ପ୍ରସାଦ ଦାସ ଙ୍କ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp