oplus_0

ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ମରାତିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବୁଧବାର ସ୍କୁଲ ର ୫୦ ବର୍ଷ ପୂର୍ତ୍ତି ଅବସରରେ ଧୁମଧାମ ର ସୁବର୍ଣ୍ଣ ଜୟନ୍ତୀ ପାଳିତ ହୋଇଯାଇଛି। ସ୍କୁଲ ର ୫୦ ବର୍ଷ ପୂର୍ତ୍ତି ଅବସରରେ ବ୍ଲଡ଼ ଡୋନେସନ ହୋଇଥିଲା। ଯାହା ଫଳରେ ସ୍ଥାନୀୟ ଅଞ୍ଚଳ ର ବ୍ୟକ୍ତି ବିଶେଷ ରକ୍ତଦାନ କରିଥିଲେ। ସ୍କୁଲ ର ୫୦ ବର୍ଷ ପୂର୍ତ୍ତିକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ଥାନୀୟ ଗ୍ରାମବାସୀ ଯୋଗଦେଇ ଉକ୍ତ ଉତ୍ସବ କୁ ଉପଭୋଗ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥ ଭାବେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା। ମୁଖ୍ୟ ବକ୍ତା ଭାବେ ରାଜକିଶୋର ଧର।ସମ୍ମାନିତ ଅତିଥିଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ମାନସ ରଂଜନ ପୃଷ୍ଟି। ଗୋଷ୍ଠୀ ଶିକ୍ଷା ଅଧୁକାରୀ, ବଅଁରପାଳ ଦିଲ୍ଲୀପ କୁମାର ପ୍ରଧାନ। ଜିଲ୍ଲା ପରିଷଦ ସଭ୍ୟ ଜୟନ୍ତ କୁମାର ମହାନ୍ତି। ସାମାଜିକ ଦାୟିତ୍ବବୋଧ ଅଧୁକାରୀ, ଜିନ୍ଦଲ ନବୀନା ଚେହେରା। ସରପଞ୍ଚ ଦୈତାରୀ ମହାଳିକ। ସମିତି ସଭ୍ୟ
ଶ୍ରୀଯୁକ୍ତ ନରେନ୍ଦ୍ର ନାୟକ। ସି.ଆର.ସି.ସି ବ୍ରଜମୋହନ ଉ.ପ୍ରା.ବିଦ୍ୟାଳୟ ର ରସାନନ୍ଦ ସାହୁ ସଭାପତି, ସ୍କୁଲ ଶିକ୍ଷା କମିଟିର ଶରତ ସାହୁ। ଗ୍ରାମ୍ୟ ସଭାପତି, ମରାତିରା)
ସଭାପତି- ଶ୍ରୀଯୁକ୍ତ ଅକ୍ଷୟ କୁମାର ସାହୁ (ପ୍ରଧାନ ଶିକ୍ଷକ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ପୁରାତନ ଛାତ୍ର ଛାତ୍ରୀ ବୃନ୍ଦ
ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୁରାତନ
ଭୀଷ୍ମ ସାହୁ, ଅଜିତ ଦେହୁରୀ, ଚିତ୍ତରଞ୍ଜନ ସାହୁ, ଅଜିତ ସାହୁ, ଅନୁପ ପ୍ରଧାନ, ସିଲୁ ବିଶ୍ୱାଳ, ବିକ୍ରମ ସାହୁ, ହିମାଂଶୁ ପ୍ରଧାନ, ପ୍ରଦୀପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବ୍ୟୁରୋ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ।

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp