ଅନୁଗୋଳ :-
ଆଜି ନାଲକୋ ସ୍ମେଲ୍ଟର ପ୍ଲାଣ୍ଟ ଟ୍ରେନିଙ୍ଗ୍ ସେଣ୍ଟର ଠାରେ ନାଲକୋର ମହାମାନ୍ୟ ସି.ଏମ୍.ଡି ଶ୍ରୀଯୁକ୍ତ ଶ୍ରୀଧର ପାତ୍ର ଙ୍କ ଉପସ୍ଥିତିରେ ନାଲକୋ ଠିକା ଶ୍ରମିକ ସମନ୍ବୟ ସମିତି ସହିତ ଏକ ବୈଠକ ଅନୁଷ୍ଠିତରେ ହୋଇଥିଲା,ଏହି ବୈଠକ ରେ ୭ଗୋଟି ଦାବି ନେଇ ଆଲୋଚନା ହୋଇଥିଲା, ବହୁତ୍ ଜଲଦି ଦାବି ଗୁଡ଼ିକ ସମାଧାନ କରିବାକୁ ସି.ଏମ୍.ଡି ମହୋଦୟ ପ୍ରତିଶ୍ୱତି ଦେଇଛନ୍ତି,
