{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}

ସାମ୍ବାଦିକଙ୍କ ବିୟୋଗରେ ଶୋକସଭା

ବଅଁରପାଳ,୧୫.୭- ଗତ ରବିବାର ବଅଁରପାଳ ବ୍ଲକ ସାମ୍ବାଦିକ ସଂଘର ସଭାପତି ତଥା ସମ୍ବାଦର ସ୍ଥାନୀୟ ପ୍ରତିନିଧି ରାଜେଶ କୁମାର ନାୟକଙ୍କ ଦୁର୍ଘଟଣା ଜନିତ ଅକାଳ ବିୟୋଗରେ ଏକ ଶୋକସଭା ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା l ବରିଷ୍ଠ ସାମ୍ବାଦିକ ଅଖିଳ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକସଭାରେ ଉପସ୍ଥିତ ବିଭିନ୍ନ ଦୈନିକ ଖବର କାଗଜ, ୱେବ ଚ୍ୟାନେଲ ଓ ସୋସିଆଲ ମିଡ଼ିଆର ପ୍ରତିନିଧି ମାନେ ଯୋଗଦେଇ ସ୍ବର୍ଗତ ନାୟକଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ ଶୋକସଭାରେ ସଞ୍ଜୟ କୁମାର ବିଶୋଇ, ଶଶାଙ୍କ ଶେଖର ସାମଲ, ରୁଦ୍ରମୋହନ ସାହୁ, ସୁଶାନ୍ତ ସାମଲ, ବିଭାଷ ସାମଲ, ସୁଶୀଲ ଆଇଚ, ମନୋଜ ସାମଲ, ଚୈତନ୍ୟ ସାହୁ, ଦିବ୍ୟରଞ୍ଜନ ସାମଲ, ଲଲାଟେନ୍ଦୁ ନାଏକ, ଅଜିତ ଭୋଇ, ପ୍ରିୟବ୍ରତ ସାମଲ, ତ୍ରିଲୋଚନ ନାଏକ, ସୁଧାକର ସାହୁ, ସଞ୍ଜୀବ ପାଇକ, ସନୋଜ ସାହୁ, ରାଜେଶ ପାତ୍ର, ବୁଢାପଙ୍କ ସମିତି ସଭ୍ୟ ପପୁନ ବେହେରା,ଅନୀଲ ସାହୁ ଓ ପ୍ରତାପ ରାଉତ ପ୍ରମୁଖ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp