{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}

ପୋଡି ହୋଇ ଜଣେ ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି
ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ କୁକୁଡ଼ାଙ୍ଗ ପଞ୍ଚାୟତର ଟେଣ୍ଟୋଇ ଗ୍ରାମର ଜଣେ ବ୍ୟକ୍ତି ପୋଡି ହୋଇ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି। ସୂଚନା ଯେ, ଟେଣ୍ଟୋଇ ଗ୍ରାମର ୪୫ ବର୍ଷୀୟ ଭଜ ନାଏକ ଙ୍କ ଘରେ ତେଲ କଡ଼େଇ ବସିଥିବା ବେଳେ ଦିଆସିଲ୍ ମାରି ଦେଇଥିଲେ । ଯାହା ଫଳରେ ନିଆଁ ଲାଗୀ ଯାଇଥିଲା। ସେହି ନିଆଁ ରେ ଭଜ ପୋଡି ହୋଇ ଯାଇଥିଲେ। ସଙ୍ଗେ ସଙ୍ଗେ ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ ଭଜଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ। ଯାହା ଫଳରେ ଭଜ ଙ୍କର ଛାତି, ପେଟ ପୋଡି ଯାଇଥିଲା। ବିୟୁରୋ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp