ଆଜି ଜରଡ଼ା ସ୍ଥିତ ଜିନ୍ଦଲ ଛକ ସମ୍ମୁଖରେ ପ୍ରଭୁ ଶ୍ରୀ ଶ୍ରୀ ଗଜାନନଙ୍କର ମୂର୍ତ୍ତି ପୂଜା ମହା ସମାରୋହରେ ପାଳିତ ହୋଇଯାଇଛି। ଏଥିରେ ସଂଘର ସଭାପତି ସୁବୋଧ ସିଂହ, ଉପସଭାପତି ଆଲୋକ ସିଂହ, ସମ୍ପାଦକ ଶୁଭ୍ରକାନ୍ତ ସିଂହ, ପ୍ରତାପ ଧଳ, ସଦସ୍ୟ ଅନୁପ ଦାସ, କାମାକ୍ଷା ସିଂହ, ସୁବ୍ରତ ଦାସ, ସୁବାସ ଥମ୍ବ, ଅର୍ଜୁନ ନାଏକ, ହିମାଂଶୁ ଧଳ, ଦୀପକ ଦେହୁରୀ, ଅଜୁ ସ୍ୱାଇଁ, ଅଜୟ ସେଠୀ, ସମାଜସେବୀ ସତ୍ୟମ ପଟ୍ଟନାୟକ ଏବଂ ଅନ୍ୟାନ୍ୟ ସମସ୍ତ ସଭ୍ୟ ଯୋଗଦେଇ ପୁଷ୍ପାଞ୍ଜଳି ସହିତ ପୂଜା ସମ୍ପର୍ଣ୍ଣ କରାଯାଇଥିଲା। ଆସନ୍ତା ସୋମବାର ଦିନ ଏଠାରେ ପ୍ରସାଦ ସେବନର କାର୍ଯ୍ୟକ୍ରମ ରଖା ଯାଇଛି ବୋଲି ସଂଘ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp