{"remix_data":[],"remix_entry_point":"challenges","source_tags":["picsart"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"318766787051201","type":"ugc"}]}}

ଆଜି ଜିଲ୍ଲା ସ୍ବାସ୍ଥ୍ୟ ସମିତି ଅନୁଗୁଳ ଏବଂ ଜିଲ୍ଲା ଏଡସ୍ ପ୍ରତିରୋଧ ଓ ନିୟନ୍ତ୍ରଣ କମିଟି ମିଳିତ ଆନୁକୁଲ୍ୟରେ ବିଶ୍ବ ଏଡସ୍ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟ ସ୍ତରୀୟ ଛାତ୍ର ଛାତ୍ରୀ ଓ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ନେଇ ଏକ ସଚେତନତା ରାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ବାହାରି ସହର ପରିକ୍ରମା କରିଥିଲା । ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ତଥା ଏଡସ୍ ନିୟନ୍ତ୍ରଣ ଅଧୁକାରୀ ଡ. ବିଶ୍ବ ବିହାରି ମହାଣ୍ଡି ସବୁଜ ପତାକା ଦେଖାଇ ଏହି ରାଲିକୁ ଉଦଘାଟନ କରିଥିଲେ । ବିଶ୍ବ ଏତସ୍ ଦିବସର ଚଳିତ ବର୍ଷର ବାର୍ତ୍ତା ଅଧୁକାରର ରର ସଠିକ୍ ମାର୍ଗ ଅନୁସରଣ କରିବା” । ଏହି ଅବସରରେ ଏଡସ୍ ଏଡସ୍ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନତା କରିବା ନିମନ୍ତେ ଏକ ମାନବ ଶୃଖଳ ଆୟୋଜନ ମଧ୍ୟ କରାଯାଇଥିଲା । ପ । ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରଶିକ୍ଷଣ କକ୍ଷ ଠାରେ ଏକ ସଚେତନତା ସଭାର ଅ ଆୟୋଜ ଜନ କରାଯାଇଥୁଲା । ଏହି ସଭାରେ ଜିଲ୍ଲା ପରିଷଦର । ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧ୍ବକାରୀ ହେମନ୍ତ କୁମାର ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଡସ୍ ଆକ୍ରାନ୍ତମାନଙ୍କୁ ଭେଦଭାବ ନକରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବା ସମ୍ପର୍କରେ ଜନସାଧାରଣଙ୍କ ସଚେନତା ଜରୁରୀ ବୋଲି ଗୁରୁତ୍ବରୋପ କରିଥିଲେ । ସମ୍ମାନୀତ ଅତିଥ୍‌ ଭାବେ ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ତଥା ଏଡସ୍ ନିୟନ୍ତ୍ରଣ ଅଧିକାରୀ ଡ. ବିଶ୍ବ ବିହାରି ମହାନ୍ତି ଯୋଗ ଦେଇ ତୃଣମୂଳ ସ୍ତରରେ ବ୍ୟାପକ ଜନସଚେତନତାରେ ହିଁ ଏଡସ୍ ରୋଗର ନିରାକରଣ ସମ୍ଭବ ବୋଲି କହିଥିଲେ । ଏହି ଅବସରରେ ସେ ଜିଲ୍ଲାର ଏଡସ୍ ରୋଗର ସ୍ଥିତି ଓ ସ୍ବାସ୍ଥ୍ୟ ବିଭାଗ ତରଫରୁ ନିଆଯାଉଥିବା ପଦକ୍ଷେପ ସମ,ନ୍ଧରେ ଆଲୋଚନା କରିଥିଲେ । ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ (ଭେକ୍ଟର ବାହିତ ରୋଗ) ଡା. ପୂର୍ଣ୍ଣିମା ଉଦଗାତା ଏଡସ୍ ରୋଗର ସଂକ୍ରମଣ 3 ତାହାର ନିରାକରଣ ଉପରେ ରେ ଆଲୋକପାତ କରିଥିଲେ ପ୍ରାରମ୍ଭରେ ଅତିଥୁମାନଂକ ଦ୍ବାରା ପ୍ରଦୀପ ପ୍ରଜ୍ଜଳନ କରାଯାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥୁଲା । ଜିଲ୍ଲା ଜନ ସ୍ବାସ୍ଥ୍ୟ ସଂଚାର ଅଧିକାରୀ ଶ୍ରୀ ଭରତ କୁମାର ସାହୁ ସ୍ବାଗତ ଭାଷଣ ଦେଇଥିବା ବେଳେ ଶ୍ରୀ ପ୍ରକାଶ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଂକ ମଧ୍ୟରେ । ମଧ୍ୟରେ ଜିନ୍ଦଲ ( ସି ଏସ୍ ଆର)ର ସାଧାରଣ ପରିଚାଳକ ଶ୍ରୀ ଜୟନ୍ତ ମହାନ୍ତି ହାନ୍ତି, ନାଲ୍‌ ଲ୍‌କୋ ସ୍ବାସ୍ଥ୍ୟ ଅଧ୍ବକାରୀ ଡ.ଚିନ୍ମୟ । ଅଧୁକାରୀ ଡ.ଚିନ୍ମୟ ବାରିକ, ଏ ଆର ଟି ସେଣ୍ଟରର ସିନିୟର ମେଡିକାଲ ଅଫିସର ଡ.ସାଶ୍ବତ ସାଗର ମିଶ୍ର, ସ୍ବାସ୍ଥ୍ୟ କର୍ମୀ, ଛାତ୍ର ଛାତ୍ରୀ, ଗଣମାଧ୍ୟମର ପ୍ରତିନିଧ୍ବ ପ୍ରମୁଖ ଯୋଗ ଦେଇଥିଲେ । ବ୍ୟୁରୋ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp