ଆଜି ଅନୁଗୋଳ ର ସ୍ଥାନୀୟ ସଭାଘର ପରିସରରେ ଜିଲ୍ଲାସ୍ତରୀୟ ବାଲି ବୈଜ୍ଞାନିକ ପ୍ରଦର୍ଶିନୀ ଓ ପ୍ରଧାନ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ । ଜିଲ୍ଲାପାଳ ତଥା ଅଧ୍ଯକ୍ଷ ଶ୍ରୀଯୁକ୍ତ ଅବଦଲ ମହମ୍ମଦ ଅଖତର, ମୁଖ୍ୟବକ୍ତା ଭାବରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିକାଶ ଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଖର ଶିବାନନ୍ଦ *ମହାନ୍ତି, ଓଡିଶା ସରକାରଙ୍କ ଅବସର ପ୍ରାପ୍ତ ଯୁଗ୍ମ ଶିକ୍ଷା ନିର୍ଦ୍ଦେଶକ ଶ୍ରୀଯୁକ୍ତ ପୁକ୍ତ ମର୍କତ କେଶରୀ ରାୟ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅକାରୀଣୀ ଶ୍ରୀମତୀ ପ୍ରତିଭା ବାରିକ ଏବଂ ସଭାପତି ଭାବରେ ଅନୁଗୋଳ ଜିଲ୍ଲା ଶିକ୍ଷା ଅଧିକାରିଣୀ ଶ୍ରୀମତୀ ସୁସ୍ମିତା ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିମାନଙ୍କ ଦ୍ବାରା ଦ୍ବା ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପମାଲ୍ଯ ଅର୍ପଣ କାରାଇଯାଇଥିଲା । କାର୍ଯ୍ୟକ୍ରମ ରେ ଜିଲ୍ଲା ଶିକ୍ଷା ଅଧିକାରିଣୀ ଶ୍ରୀମତୀ ସୁସ୍ମିତା ସାହୁ ମଞ୍ଚାସୀନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ମଞ୍ଚାସୀନ ଅତିଥି ମାନଙ୍କୁ ଉତ୍ତରୀୟ, ପୁଷ୍ପଚାରା ଓ ବ୍ୟାଚ ପ୍ରଦାନ ପୂର୍ବକ ସମ୍ମାନିତ କାରାଯାଇଥିଲା ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଡାକ୍ତର ମହାନ୍ତି ତାଙ୍କର ଅଭିଭାଷଣ ରେ କହିଥିଲେ “ସ୍ବାସ୍ଥ୍ୟ ହିଁ ସମ୍ପଦ-ମୁଁ ଆଶା କରୁଛି ଆମେ ଜିଲ୍ଲାର ସମସ୍ତ ପ୍ରଧାନ ଶିକ୍ଷକ ଛାତ୍ରଛାତ୍ରୀମାନଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ସୂଚାରୁ ରୂପେ ସମାଧାନ କରି ଜଣେ ଜଣେ ସୁଦକ୍ଷ ନାଗରିକ ଭାବେ ଗଢିତୋଳିବାରେ କୌଣସି ଅବହେଳା କରିବେ ନାହିଁ” ।କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଅବବଲ ତାଙ୍କର ସମ୍ଭାଷଣ ଫଳରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ *ନିଜ ନିଜ ବିଦ୍ୟାଳୟ ଗୁଡିକରେ ଶିକ୍ଷା ସଂସ୍କୃତି ସୃଷ୍ଟି କରିବାକୁ ଆହ୍ୱାନ ଜଣାଇଥିଲେ, ଯେଉଁଠି କୌଣସି ବାହ୍ୟ ତଦାରଖର ଆବଶ୍ୟକତା ନରହୁ କିମ୍ବା ଶିକ୍ଷା ପ୍ରଶାସକ ବା ଆମପରି ପ୍ରଶାସକଙ୍କ କୌଣସି ଆବଶ୍ୟକତା କରୁଛୁ । କାର୍ଯ୍ୟକ୍ରମର ମୁଖ୍ୟବକ୍ତା ଶ୍ରୀଯୁକ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନିଜର ଦାୟିତ୍ଵ ଓ କର୍ତବ୍ୟ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ ଯାହା ଆମକୁ ଶିକ୍ଷା କ୍ଷେତ୍ରରେ ହୋଇଥିବା ଅଧଃପତନକୁ ରୋକି ପାରିବ ଏବଂ ଦେଶକୁ ଉନ୍ନତିର ଶିଖରରେ ପହଞ୍ଚାଇ ପାରିବ । କାର୍ଯ୍ୟକ୍ରମର ଅନ୍ୟତମ ସମ୍ମାଳିତ ଅତିଥି ଶ୍ରୀଯୁକ୍ତ ରାୟ ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପ୍ରତ୍ୟେକ ବର୍ଷ ଜଣେ ଲେଖାଏଁ ଉତ୍ତମ ମଣିଷ ସୃଷ୍ଟି କରିବା ଲକ୍ଷ୍ୟ ନେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏଥିପାଇଁ ଜୀବନର କେତୋଟି ମୂଲ୍ୟବୋଧ ଯଥା : କମ ମିଛ କହିବା, ଅଳସୁଆ ନହେବା, ଜିଲ୍ଲାସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶିନୀ ଓ ପ୍ରଧାନ ଶିକ୍ଷକ ସମ୍ମିଳନୀ
ଅଦ୍ୟ ତା ୧୭.୧୨.୨୦୨୪ ରିଖ ସ୍ଥାନୀୟ ଅନୁଗୋଳ ସଭାଘର ପରିସରରେ ଜିଲ୍ଲାସ୍ତରୀୟ ବାଲି ବୈଜ୍ଞାନିକ ପ୍ରଦର୍ଶିନୀ ଓ ପ୍ରଧାନ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ରେ ମୁଖ୍ୟ ଅତିଥ୍ ଭାବରେ । ଜିଲ୍ଲାପାଳ ତଥା ଅଧ୍ଯକ୍ଷ ଶ୍ରୀଯୁକ୍ତ ଅବଦଲ ମୂହମ୍ମଦ ଅଖତର, ମୁଖ୍ୟବକ୍ତା ଭାବରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିକାଶ ଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଖର ଶିବାନନ୍ଦ *ମହାନ୍ତି, ଓଡିଶା ସରକାରଙ୍କ ଅବସର ପ୍ରାପ୍ତ ଯୁଗ୍ମ ଶିକ୍ଷା ନିର୍ଦ୍ଦେଶକ ଶ୍ରୀଯୁକ୍ତ ପୁକ୍ତ ମର୍କତ କେଶରୀ ରାୟ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅକାରୀଣୀ ଶ୍ରୀମତୀ ପ୍ରତିଭା ବାରିକ ଏବଂ ସଭାପତି ଭାବରେ ଅନୁଗୋଳ ଜିଲ୍ଲା ଶିକ୍ଷା ଅଧିକାରିଣୀ ଶ୍ରୀମତୀ ସୁସ୍ମିତା ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।
କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିମାନଙ୍କ ଦ୍ବାରା ଦ୍ବା ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରକ୍ଳନ ଓ ପୁଷ୍ପମାଲ୍ଯ ଅର୍ପଣ କ କାରାଇଯାଇଥିଲା । ତଦପଶ୍ଚାଚ ଜିଲ୍ଲା ଶିକ୍ଷା ଅଧିକାରିଣୀ ଶ୍ରୀମତୀ ସୁସ୍ମିତା ସାହୁ ମଞ୍ଚାସୀନ ଅତିଥୁମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ମଞ୍ଚାସୀନ ଅତିଥୁମାନଙ୍କୁ ଉତ୍ତରୀୟ, ପୁଷ୍ପଚାରା ଓ ବ୍ୟାଚ ପ୍ରଦାନ ପୂର୍ବକ ସମ୍ମାନିତ କାରାଯାଇଥିଲା ।
କାର୍ଯ୍ୟକ୍ରମ କ୍ରମର ସମ୍ମାନିତ ଅତିଥୁ ଡାକ୍ତର ମହାନ୍ତି ତାଙ୍କର ଆଶ୍ରିବଚନ ଛଳରେ କହିଥିଲେ “ସ୍ବାସ୍ଥ୍ୟ ହିଁ ସମ୍ପଦ-ମୁଁ ଆଶା କରୁଛି ଆମେ ଜିଲ୍ଲାର ସମସ୍ତ ପ୍ରଧାନ ଶିକ୍ଷକ ଛାତ୍ରଛାତ୍ରୀମାନଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ସୂଚାରୁ ରୂପେ ସମାଧାନ କରି ଜଣେ ଜଣେ ସୁଦକ୍ଷ ନାଗରିକ ଭାବେ ଗଢିତୋଳିବାରେ କୌଣସି ଅବହେଳା କରିବେ ନାହିଁ” ।
କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଅବବଲ ତାଙ୍କର ସମ୍ଭାଷଣ ଛଳରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ *ନିଜ ନିଜ ବିଦ୍ୟାଳୟ ଗୁଡିକରେ ଶିକ୍ଷା ସଂସ୍କୃତି ସୃଷ୍ଟି କରିବାକୁ ଆହ୍ୱାନ ଜଣାଇଥିଲେ, ଯେଉଁଠି କୌଣସି ବାହ୍ୟ ତଦାରଖର ଆବଶ୍ୟକତା ନରହୁ କିମ୍ବା ଶିକ୍ଷା ପ୍ରଶାସକ ବା ଆମପରି ପ୍ରଶାସକଙ୍କ କୌଣସି ଆବଶ୍ୟକତା ନରଛୁ । କାର୍ଯ୍ୟକ୍ରମର ମୁଖ୍ୟବକ୍ତା ଶ୍ରୀଯୁକ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନିଜର ଦାୟିତ୍ଵ ଓ କର୍ତବ୍ୟ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ ଯାହା ଆମକୁ ଶିକ୍ଷା କ୍ଷେତ୍ରରେ ହୋଇଥିବା ଅଧଃପତନକୁ ରୋକି ପାରିବ ଏବଂ ଦେଶକୁ ଉନ୍ନତିର ଶିଖରରେ ପହଞ୍ଚାଇ ପାରିବ । କାର୍ଯ୍ୟକ୍ରମର ଅନ୍ୟତମ ସମ୍ମାଳିତ ଅତିଥି ଶ୍ରୀଯୁକ୍ତ ରାୟ ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପ୍ରତ୍ୟେକ ବର୍ଷ ଜଣେ ଲେଖାଏଁ ଉତ୍ତମ ମଣିଷ ସୃଷ୍ଟି କରିବା ଲକ୍ଷ୍ୟ ନେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏଥିପାଇଁ ଜୀବନର କେତୋଟି ମୂଲ୍ୟାବୋଧ ଯଥା : କମ ମିଛ କହିବା, ଅଳସୁଆ ନହେବା, ସ୍ବାସ୍ଥ୍ୟପୁତି ସଚେତନ ରହିବା, ବିବେକାନୁମୋଦିତ କାର୍ଯ୍ୟ କରିବା ଇତ୍ୟାଦି ଭଲଗୁଣଗୁଡିକୁ ଆପଣେଇବାକୁ ଆହ୍ୱାନ ସ୍ବାସ୍ଥ୍ୟପୁତି ସଚେତନ ରହିବା, ବିବେକାନୁମୋଦିତ କାର୍ଯ୍ୟ କରିବା ଇତ୍ୟାଦି ଭଲ ଗୁଣ ଗୁଡିକୁ ଆପଣେଇବାକୁ ଆହ୍ୱାନ ଦେଇଥିଲେ । ଏହି ସମ୍ମିଳନୀରେ ଜିଲ୍ଲାରୁ ସର୍ବମୋଟ ୨୪୨ ଜଣ ପ୍ରଧାନଶିକ୍ଷକ ଓ ୨୨୦ ଜଣ ବରିଷ୍ଠ ସହକାରୀ ଶିକ୍ଷକ ଅଂଶଗ୍ରହଣ କରିଥିଲେ ।ଚଦପଶ୍ଚାତ ସମାନ୍ତରାଳ ଭାବେ ଆୟୋଜିତ ହୋଇଥିବା ବାଲି ବୈଜ୍ଞାନିକ ପ୍ରଦର୍ଶିନୀ କାର୍ଯ୍ୟକ୍ରମକୁ ଅତିଥିମାନେ ପାରଦର୍ଶନ କରିଥିଲେ । ଉକ୍ତ ପ୍ରଦର୍ଶନୀରେ ଜିଲ୍ଲାରୁ ସର୍ବମୋଟ ୫୬ ଟି ବିଜ୍ଞାନ ପ୍ରକଳ୍ପ, ୫୬ ଜଣ ଛାତ୍ରଛାତ୍ରୀ, ୫୬ ଜଣ ଗାଇଡ ଶିକ୍ଷକ ଅଂଶଗ୍ରହଣ କରିଥିଲେ । ଏହି ପ୍ରଦର୍ଶନୀରେ ମାନନୀୟ ବିଚାରକମାନଙ୍କ ଦ୍ବାରା ସର୍ବମୋଟ ୭ଟି ପ୍ରକଳ୍ପ ରାଜ୍ୟସ୍ତର ନିମନ୍ତେ ଚୟନ କାରାଯାଇଥିଲା । ଖାଦ୍ୟ, ସ୍ବାସ୍ଥ୍ୟ ଓ ପରିଚ୍ଛତା କ୍ଷେତ୍ରରେ ବଳରାମ ପ୍ରସାଦ ଉଚ୍ଚ ବିଦ୍ୟାଳୟ, ବନରପାଳର ଶ୍ରୀମାନ ଦିସବନ ବିଶ୍ଵାଳ, ପରିବହନ ଓ ଯୋଗାଯୋଗ କ୍ଷେତ୍ରରେ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ, ଜରଡାର ଭୂଷଣ କୁମାର ସାହୁ, ପ୍ରକୃତିକ କୃଷିକ୍ଷେତ୍ରରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଅଲେଖପାଟଣାର ସୁଶ୍ରୀ ତେଜସ୍ବିନୀ ଦେହୁରୀ, ବିପର୍ଯ୍ୟୟ ପରିଚାଳନାରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପୁରୁଣାଗଡ, ଅନୁଗୋଳର ସୁଶ୍ରୀ ଅନନ୍ୟା ମହାପାତ୍ର ଗାଣିତିକ ମଡେଲ ଓ ଗଣନାକାରୀ ଚିନ୍ତନ କ୍ଷେତ୍ରରେ ବୀଣାପାଣି ଉଚ୍ଚ ବିଦ୍ୟାଳୟ, ନୂଆଁଗାଁ, ଛେଣ୍ଡିପଦାର ଶ୍ରୀମାନ ଯୋଗେଶ କୁମାର ପ୍ରଧାନ, ବର୍ଜ୍ୟବସ୍ତୁ ପରିଚାଳନାରେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଅନ୍ତୁଳିଆ, ଅନୁଗୋଳର ସୁଶ୍ରୀ ଦିପ୍ତିମୟୀ ସାହୁ ଏବଂ ସମ୍ବଳ ପରିଚାଳନାରେ ରାଇଝରଣ ଉଚ୍ଚ ବିଦ୍ୟାଳୟ, ଛେଣ୍ଡିପଦାର ଶ୍ରୀମାନ ସାୟନ ପ୍ରଧାନ ଯୋଗ୍ୟ ବିବେଚିତ ହୋଇ ରାଜ୍ୟସ୍ତରକୁ ଉତୀର୍ଣ୍ଣ ହୋଇଛନ୍ତି । ସମସ୍ତ କୃତି ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ବାରା ଟ୍ରଫି ସହିତ ପ୍ରମାଣପତ୍ର ପ୍ରଦାନ କାରାଯାଇଥିଲା ।କାର୍ଯ୍ୟକ୍ରମ ଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଣୀ ଶ୍ରୀମତୀ ପ୍ରତିଭା ବାରିକ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ଅନୁଜ କୁମାର ଗଡନାୟକ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ ।