ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀ ବଅଁରପାଳ ବ୍ଲକ୍ ବଉଳିଗଡ ଗ୍ରାମ ପଞ୍ଚାୟତ ର ବିଜେଡି ନେତା ତଥା ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ଶ୍ରୀ #ପ୍ରତାପସାମଲ, ନାଏବ ସରପଞ୍ଚ ଶ୍ରୀମତୀ #ମିଲିଭୋଇ, ବିଜେଡି ନେତା ଶ୍ରୀ #ସବ୍ୟସାଚୀସାମଲ, ଶ୍ରୀ #ରତିସାମଲ, ଶ୍ରୀ #ଦିନେଶସାମଲ ଭାରତ ର ଯଶସ୍ବୀ ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ #ନରେନ୍ଦ୍ରମୋଦି ଜୀ, ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ #ଧର୍ମେନ୍ଦ୍ରପ୍ରଧାନ, ଓଡ଼ିଶାର ମାନ୍ଯବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ #ମୋହନଚରଣମାଝୀ ଙ୍କ ନୀତି ଆଦର୍ଶ ଓ ବିକାଶ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଓ ଅନୁଗୁଳ ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ #ପ୍ରତାପଚନ୍ଦ୍ରପ୍ରଧାନ ଙ୍କ ନେତୃତ୍ଵ ଓ ଅନୁଗୁଳ ରେ ଚାଲିଥିବା ବିକାଶ ମୂଳକ କାର୍ଯ୍ୟ ରେ ଆସ୍ଥା ପ୍ରକଟ କରି ବିଜେଡି ଛାଡି #ଭାରତୀୟଜନତାପାର୍ଟି ( #ବିଜେପି) ରେ ଯୋଗଦାନ କରିଛନ୍ତି। ୨୮ ନମ୍ବର ଜୋନ୍ ର ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ #ମୀରାଗଡ଼ନାୟକ, ବଉଳିଗଡ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀ #ଅମରେନ୍ଦ୍ରଗଡ଼ନାୟକ, ବିଜେପି ନେତା ଶ୍ରୀ #ପ୍ରମୋଦପରିଡା, ଶ୍ରୀ #ମାଗୁଣିଭୁକ୍ତା, ଶ୍ରୀ #ଅଦୈତ୍ୟଭୁକ୍ତା, ଶ୍ରୀ #ମୁକୁନ୍ଦଗଡ଼ନାୟକ, ବିଜେପି ର ଯୁବନେତା #ରଞ୍ଜିତଭୁକ୍ତା ଓ ଦଳ ର କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ରହି ତାଙ୍କ ସମସ୍ତଙ୍କୁ ଦଳ କୁ ସ୍ୱାଗତ୍ ଜଣାଇଥିଲେ। ତାଙ୍କ ସମସ୍ତଙ୍କୁ ବିଜେପି କୁ ସ୍ୱାଗତ୍ । ତାଙ୍କ ସମସ୍ତଙ୍କ ଯୋଗଦାନ ରେ ଦଳ ର ସଂଗଠନ ବଉଳିଗଡ ଗ୍ରାମ ପଞ୍ଚାୟତ ରେ ଆହୁରି ସୁଦୃଢ ହେବ ବୋଲି ଆଶା ଓ ବିଶ୍ବାସ। ବ୍ୟୁରୋ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ