ଅନୁଗୁଳ ବାସନ୍ତୀ ଦୁର୍ଗାପୂଜା ପଡିଆ ଅମଲାପଡ଼ା ଠାରେ ଆଜି ସନ୍ଧ୍ୟାରେ ଦୁଇ ଦିନିଆ ମା ବାସନ୍ତୀ ନାଇଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି।ବାଗଦେବି
ବଏଜ ଆନୁକୁଲ୍ୟ ରେ ଆୟୋଜିତ
ଏହି ଟୁର୍ଣ୍ଣାମେଣ୍ଟ କୁ ପୂର୍ବତନ ତାମଡା
ଅଧ୍ୟକ୍ଷ ଶକ୍ତି ପ୍ରସାଦ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଉଦ୍ଘାଟନ କରିଥିଲେ।ସମ୍ମାନିତ ଅତିଥି ରୂପେ ବରିଷ୍ଠ ଆଇନଜିବୀ ପ୍ରଦୀପ କୁମାର ଦେବତା,ବାସନ୍ତୀ ପୂଜା କମିଟିର ସମ୍ପାଦକ ଅନୁପ ମହାନ୍ତି ଙ୍କ ସମେତ
ଶୁଭେନ୍ଦୁ ପ୍ରଧାନ,ତାପସ ରାୟ ଯୋଗ ଦେଇଥିଲେ। ବାଗଦେବୀ ବାଏଜ୍ ପକ୍ଷରୁ ମନିସ ପ୍ରଧାନ,ଚିନ୍ମୟ ସାହୁ,ଆନନ୍ଦ ସାହୁ,ପ୍ରିୟବ୍ରତ ସାହୁ,ଶୁଭମ୍ ପ୍ରଧାନ,ଅବିନାଶ ସାହୁ,ଅମନ୍ ବିଶ୍ଵାଳ,ଗେଲୁ ବେହେରା ଅମିତ୍ ବିଶ୍ଵାଳ, ରୋସନ୍ ଅମାନ୍ତ,ସିପୁ ସାହୁ,ଜିତେନ୍ ସାହୁ ପ୍ରମୁଖ ଖେଳ ପରିଚାଳନା ରେ ସହଯୋଗ କରିଥିଲେ।ଏହି ଟୁର୍ଣ୍ଣାମେଣ୍ଟ ରେ ମୋଟ ଆଠ ଗୋଟି ଦଳ ଅଂଶ ଗ୍ରହଣ କରିଛନ୍ତି।ପ୍ରଥମ ମ୍ୟାଚ ଦେଉଳବେଡ଼ା ନତଡା ମଧ୍ୟରେ ଅନୁଷ୍ଠିତ ହେଉଛି ।

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp