ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେଇ ଧରାପଡିଥିଲେ ଧର୍ମଗଡ ଉପଜିଲ୍ଲାପାଳ । ଆଇଏଏସ ଧୀମାନ ଚକମାଙ୍କୁ ଗିରଫ କଲା ଭିଜିଲାନ୍ସ । ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡିଥିଲେ । ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେଇ ଧରାପଡିଥିଲେ ଧର୍ମଗଡ ଉପଜିଲ୍ଲାପାଳ । ସୂଚନାମୁତାବକ ଲାଞ୍ଚ ପାଇଁ ବ୍ୟବସାୟୀଙ୍କୁ ସରକାରୀ ବାସଭବନକୁ ଡାକିଥିଲେ । ୨୦ ଲକ୍ଷ ଲାଞ୍ଚରୁ ୧୦ ଲକ୍ଷ କିସ୍ତି ହିସାବରେ ନେଇଥିଲେ । ଧୀମାନଙ୍କୁ ଧରିବା ସହ ବାସଭବନରେ ଚଢ଼ାଉ କରିଥିଲା ଭିଜିଲାନ୍ସ

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp