ଆଜି ଠାରୁ ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭାୟରଣ୍ୟ ର ଟିକରପଡ଼ା ଠାରେ ଆଜି କୁମ୍ଭୀର ଗଣନା ଆରମ୍ଭ ହେଇଛି। ସୂଚନା ଯେ, ଆଜି ଠାରୁ ତଥା ୬/୦୧/୨୦୨୪ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା କରାଯିବ ଏବଂ ୧୦ ତାରିଖ ଦିନ ପକ୍ଷୀ ଗଣନା କରାଯିବ ବୋଲି ସାତକୋଶିଆ ର DFO ସରୋଜ କୁମାର ପଣ୍ଡା କହିଛନ୍ତି। ଏହି କୁମ୍ଭୀର ଗଣନା ରେ ଦୁଇ ଟି ଦେଶୀ ଡଙ୍ଗା ବିଇନା କୁଲର୍, କ୍ୟାମେରା ବ୍ୟବହାର କରାଯିବ ସହ ଚାରି ଜଣ ନାଉରିଆ ଙ୍କ ସମେତ ଘଡ଼ିଆଳ ୱାଚର ମାନସ ରଞ୍ଜନ ତ୍ରିପାଠୀ, FES ଜଗନ କୁମାର ବେହେରା, ଫରେଷ୍ଟର ଅନୁପମା ସାହୁ, ସ୍କ୍ୱାର୍ଡ କୁମର ବେହେରା ଙ୍କୁ କୁମ୍ବୀର ଗଣନା ପାଇଁ ନିୟୋଜିତ କରାଯାଇଛି। ବିରୋ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ