ଆଠମଲ୍ଲିକରେ ୧୦ଟି ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

ଜିଲ୍ଲା ଖବରମୁଖ୍ୟ ଖବରରାଜନୀତି

ଆଠମଲ୍ଲିକ ବିଧାନସଭାକୁ ପାଖାପାଖି ୧୦୦ କୋଟି ଟଙ୍କାର ଜନ୍ମାଷ୍ଟମୀ ଉପହାର -ଧର୍ମେନ୍ଦ୍ର ପ୍ରଧାନ • ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବନମାଳିପୁରର ନୂତନ ଭବନ ଓ ଛାତ୍ରୀ ନିବାସ,…

ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ , ଅନୁଗୋଳ ରେ ମିଶ୍ରିତ ପ୍ରଭାବ

ମୁଖ୍ୟ ଖବରଜିଲ୍ଲା ଖବରରାଜନୀତି

ଅନୁସୂଚିତ ଜାତି ଓ ଜନଜାତି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ର ଅନୁଗୁଳ ରେ ମିଶ୍ରିତ ଫଳ ଦେଖିବାକୁ ମିଳିଛି ।…

ଅଟଳ ଜୀ ଙ୍କ ର ଆଦର୍ଶ ରେ ଅନୁପ୍ରାଣିତ ହେବାକୁ ସାଂସଦ ରୁଦ୍ର ପାଣି ଙ୍କ ଆହ୍ୱାନ

ମୁଖ୍ୟ ଖବରରାଜନୀତି

ଅନୁଗୁଳ :ତା 16/8:ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ଙ୍କର ପୁଣ୍ୟ ତିଥି ପାଳିତ ହୋଇଯାଇଛି |ଅନୁଗୁଳ ଜିଲ୍ଲା…

ଆଠମଲ୍ଲିକ ରେ ହର ଘର ତ୍ରିରଙ୍ଗା ଓ ତ୍ରିରଙ୍ଗା ଯାତ୍ରା ଘେନି ଭାଜପାର ପ୍ରସ୍ତୁତି ବୈଠକ

ଆଞ୍ଚଳିକ ଖବରଜିଲ୍ଲା ଖବରରାଜନୀତି

ଆଠମଲ୍ଲିକ ପୂର୍ତ୍ତ ବଙ୍ଗଳାରେ ହର ଘର ତ୍ରିରଙ୍ଗା ଓ ତ୍ରିରଙ୍ଗା ଯାତ୍ରା ଘେନି ଭାଜପାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି, ଏଥିରେ ଭାଜପା ଅନୁଗୋଳ ଜିଲ୍ଲା ସଭାପତି…

ଆଠମଲ୍ଲିକ ଗସ୍ତ ରେ ରାଜ୍ୟ ସରକାରଙ୍କ ମୁଖ୍ୟ ସଚେତକ

ରାଜନୀତିମୁଖ୍ୟ ଖବର

ଆଠମଲ୍ଲିକ ଗସ୍ତ ରେ ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀ ସରୋଜ ପ୍ରଧାନ l ନୂତନ ଭାବେ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ ପଦବୀ ତଥା ସରକାରୀ…

କେନ୍ଦ୍ରମନ୍ତ୍ରୀ ଜେ.ପି ନଡ୍ଡାଙ୍କ ହସ୍ତକ୍ଷେପ ଲୋଡିଲେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି

ମୁଖ୍ୟ ଖବରରାଜନୀତି

ତାଳଚେର ସାରଖାନାର ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉ – ରୁଦ୍ର ନାରାୟଣ ପାଣି o ଦୁର୍ବଳ ହୋଇପଡିଥିବା ସାର ୟୁନିଟ୍ ଗୁଡ଼ିକର ପୁନରୁଦ୍ଧାର କରିବା ମୋଦୀ ସରକାରଙ୍କ…

ଓଡ଼ିଶାରେ ବିଧାନସଭା ର ଷ୍ଟାଣ୍ଡିଂ କମିଟିରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ଗୁରୁ ଦାୟିତ୍ୱ

ଜିଲ୍ଲା ଖବରମୁଖ୍ୟ ଖବରରାଜନୀତି

ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଙ୍କୁ ଓଡ଼ିଶା ବିଧାନସଭା ର ଷ୍ଟାଣ୍ଡିଂ କମିଟିରେ ସଦସ୍ୟ ଭାବେ ଗୁରୁତ୍ୱପୂର୍ଣ୍ଣ ଦାଇତ୍ୱ ମିଳିଛି । ତେବେ ମାନ୍ୟବର ବିଧାୟକଙ୍କୁ…

ରାଜ୍ୟ ବିଜେପି ସରକାର ର ବଜେଟ ସର୍ବସ୍ପର୍ଶୀ, ମହିଳା, ଯୁବକ, କୃଷକ ଓ ଗରିବ ଙ୍କ ପାଇଁ ସମର୍ପିତ-ରୁଦ୍ର ନାରାୟଣ ପାଣି(ଅନୁଗୁଳ ରେ ବିଜେପିର ସାମ୍ବାଦିକ ସମ୍ମିଳନୀ)

ଜିଲ୍ଲା ଖବରରାଜନୀତି

ଅନୁଗୁଳ:ତା୩/୮: ଓଡ଼ିଶାରେ ବିଜେପିର ପ୍ରଥମ ସରକାର ରାଜ୍ୟରେ ଏକ ନୂତନ ରାଜନୈତିକ ସଂସ୍କୃତିର ପ୍ରତିଷ୍ଠା କରିଛି ,ନିର୍ବାଚନ ସଂକଳ୍ପପତ୍ରରେ ବିଜେପି ଯାହା ଯାହା ପ୍ରତିଶ୍ରୁତି ଦେଇଥିଲା ପ୍ରାୟ…

Follow by Email
Instagram
WhatsApp